“ଜଣେ ଲେଖକର ଅପମୃତ୍ୟୁ”…….ଶୁଭ୍ରାଂଶୁ ପଣ୍ଡାଙ୍କ ଆଲେଖ୍ୟ।

ଅଷ୍ଟିନ ନ୍ଯୁଜ ତା-୨୬-୦୪-୨୦୨୧ ରାଜନେତାଟିଏ ମରିଗଲେ କ’ଣ ନହୁଏ? କାହାକୁ ସୁଯୋଗ ମିଳିଯାଏ, ତ ଆଉ କହାର ସୁଯୋଗ ଅକାଳରେ ହାତଛଡ଼ା ହୋଇଯାଏ। କେଉଁଠି କାନ୍ଦବୋବାଳି ପଡ଼େ ତ ଆଉ କେଉଁଠି ରାଜନୈତିକ ସମୀକରଣ ହେଣ୍ଡି ମାଡ଼ କରେ। କେଉଁଠି ମଦମାଂସର ଆସରରେ ମରୁଡ଼ି ପଡ଼େ ତ ଆଉ ସେସବୁର ବନ୍ୟା ଛୁଟେ। ରାଜନେତା ଜଣେ ମରିଗଲେ, ସେ ଯେ କୌଣସି କାରଣରୁ ମୃତ୍ୟୁ ଭୋଗନ୍ତୁ ପଛକେ, ତାଙ୍କ ଘର ଆଗରେ ଗଣମାଧ୍ୟମ ଗଣଧାରଣା କଲାଭଳି ଭ୍ରମ … Continue reading “ଜଣେ ଲେଖକର ଅପମୃତ୍ୟୁ”…….ଶୁଭ୍ରାଂଶୁ ପଣ୍ଡାଙ୍କ ଆଲେଖ୍ୟ।